ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ୍, ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ ପାଇଁ ଜାରି ହେଲା ଏସ୍‌ଓପି

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନଜରରେ ରଖି ରାଜ୍ୟରେ ଥିବା ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ, ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ ଓ ଶିଶୁ ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ରଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସବୁ ଜିଲ୍ଲାପାଳ, ନଗର ନିଗମ, ସିଡିଏମ୍‌ଓ ଓ ଏସ୍‌ସିବି ଏମଏଚ୍‌ଆଇର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ହଷ୍ଟେଲ/କେନ୍ଦ୍ର … Continue reading ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ୍, ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ ପାଇଁ ଜାରି ହେଲା ଏସ୍‌ଓପି